or_tn/1co/01/23.md

893 B

Christ crucified

ଖ୍ରୀଷ୍ଟଙ୍କ ବିଷୟରେ, ଯିଏ କୃଶରେ ହତ ହୋଇଥିଲେ(ଦେଖ:rc://*/ta/man/translate/figs-activepassive)

a stumbling block

ଯେପରି ଜଣେ ବ୍ୟକ୍ତି ସଡକ ଉପରେ ଥିବା ପଥରରେ ଝୁଣ୍ଟି ପଡେ, ସେହିପରି ଖ୍ରୀଷ୍ଟଙ୍କ କୃଶାର୍ପିତ ହେବା ଦ୍ବାରା ମିଲୁଥିବା ପରିତ୍ରାଣର ସୁସମାଚାର ଯିହୁଦୀମାନଙ୍କର ଯୀଶୁଙ୍କଠାରେ ବିଶ୍ବାସ କରିବାରେ ପ୍ରତିବନ୍ଧକ ହୋଇଅଛି । ବିକଳ୍ପ ଅନୁବାଦ: “ଗ୍ରହଣଯୋଗ୍ୟ ନୁହେଁ” ଓ “ବହୁତ ଅପମାନଜନକ” (ଦେଖ:rc://*/ta/man/translate/figs-metaphor)