or_tn/1co/01/23.md

8 lines
893 B
Markdown
Raw Normal View History

2020-11-19 00:15:53 +00:00
# Christ crucified
ଖ୍ରୀଷ୍ଟଙ୍କ ବିଷୟରେ, ଯିଏ କୃଶରେ ହତ ହୋଇଥିଲେ(ଦେଖ:[[rc://*/ta/man/translate/figs-activepassive]])
# a stumbling block
ଯେପରି ଜଣେ ବ୍ୟକ୍ତି ସଡକ ଉପରେ ଥିବା ପଥରରେ ଝୁଣ୍ଟି ପଡେ, ସେହିପରି ଖ୍ରୀଷ୍ଟଙ୍କ କୃଶାର୍ପିତ ହେବା ଦ୍ବାରା ମିଲୁଥିବା ପରିତ୍ରାଣର ସୁସମାଚାର ଯିହୁଦୀମାନଙ୍କର ଯୀଶୁଙ୍କଠାରେ ବିଶ୍ବାସ କରିବାରେ ପ୍ରତିବନ୍ଧକ ହୋଇଅଛି । ବିକଳ୍ପ ଅନୁବାଦ: “ଗ୍ରହଣଯୋଗ୍ୟ ନୁହେଁ” ଓ “ବହୁତ ଅପମାନଜନକ” (ଦେଖ:[[rc://*/ta/man/translate/figs-metaphor]])