or_tn/1co/01/13.md

2.2 KiB

Is Christ divided?

ଖ୍ରୀଷ୍ଟ ଯେ ବିଭକ୍ତ ନୁହଁନ୍ତି ମାତ୍ର ଏକ ଅଟନ୍ତି ଏହି ସତ୍ୟ ଉପରେ ଗୁରୁତ୍ବ ଦେଇ ପାଉଲ କହନ୍ତି ଯେ ""ଯେଉଁ ପ୍ରକାରେ ତୁମ୍ଭେମାନେ କରୁଅଛ ସେହି ପ୍ରକାରେ ଖ୍ରୀଷ୍ଟଙ୍କୁ ବିଭକ୍ତ କରିବା ସମ୍ଭବ ନୁହେଁ” (ଦେଖ:[[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-activepassive]])

Was Paul crucified for you?

ପାଉଲ ଜୋର ଦେବା ପାଇଁ ଚାହାଁନ୍ତି ଯେ ଖ୍ରୀଷ୍ଟ କୃଶାର୍ପିତ ହୋଇଥିଲେ, ପାଉଲ କିମ୍ବା ଆପଲ୍ଲ ନୁହେଁ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମମାନଙ୍କର ଉଦ୍ଧାର ନିମନ୍ତେ ନିଶ୍ଚିତ ଭାବରେ ପାଉଲଙ୍କୁ କୃଶାର୍ପିତ କରାଯାଇ ନ ଥିଲା !”(ଦେଖ:[[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-activepassive]])

Were you baptized in the name of Paul?

ପାଉଲ ଜୋର ଦେବା ପାଇଁ ଚାହାଁନ୍ତି ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇଅଛୁ। ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତୁମ୍ଭମାନଙ୍କୁ ପାଉଲଙ୍କ ନାମରେ ବାପ୍ତିସ୍ମ ଦେଇନଥିଲେ !” (ଦେଖ:[[rc:///ta/man/translate/figs-rquestion]] ଏବଂ [[rc:///ta/man/translate/figs-activepassive]])

in the name of Paul

ଏଠାରେ ""ନାମରେ"" ଅର୍ଥ ""ତାହାଙ୍କ ଅଧିକାର ଦ୍ବାରା"" । ବିକଳ୍ପ ଅନୁବାଦ: “ପାଉଲଙ୍କ ଅଧିକାରରେ”(ଦେଖ:rc://*/ta/man/translate/figs-metonymy)