# Is Christ divided? ଖ୍ରୀଷ୍ଟ ଯେ ବିଭକ୍ତ ନୁହଁନ୍ତି ମାତ୍ର ଏକ ଅଟନ୍ତି ଏହି ସତ୍ୟ ଉପରେ ଗୁରୁତ୍ବ ଦେଇ ପାଉଲ କହନ୍ତି ଯେ ""ଯେଉଁ ପ୍ରକାରେ ତୁମ୍ଭେମାନେ କରୁଅଛ ସେହି ପ୍ରକାରେ ଖ୍ରୀଷ୍ଟଙ୍କୁ ବିଭକ୍ତ କରିବା ସମ୍ଭବ ନୁହେଁ” (ଦେଖ:[[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-activepassive]]) # Was Paul crucified for you? ପାଉଲ ଜୋର ଦେବା ପାଇଁ ଚାହାଁନ୍ତି ଯେ ଖ୍ରୀଷ୍ଟ କୃଶାର୍ପିତ ହୋଇଥିଲେ, ପାଉଲ କିମ୍ବା ଆପଲ୍ଲ ନୁହେଁ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମମାନଙ୍କର ଉଦ୍ଧାର ନିମନ୍ତେ ନିଶ୍ଚିତ ଭାବରେ ପାଉଲଙ୍କୁ କୃଶାର୍ପିତ କରାଯାଇ ନ ଥିଲା !”(ଦେଖ:[[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-activepassive]]) # Were you baptized in the name of Paul? ପାଉଲ ଜୋର ଦେବା ପାଇଁ ଚାହାଁନ୍ତି ଆମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇଅଛୁ। ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକମାନେ ତୁମ୍ଭମାନଙ୍କୁ ପାଉଲଙ୍କ ନାମରେ ବାପ୍ତିସ୍ମ ଦେଇନଥିଲେ !” (ଦେଖ:[[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-activepassive]]) # in the name of Paul ଏଠାରେ ""ନାମରେ"" ଅର୍ଥ ""ତାହାଙ୍କ ଅଧିକାର ଦ୍ବାରା"" । ବିକଳ୍ପ ଅନୁବାଦ: “ପାଉଲଙ୍କ ଅଧିକାରରେ”(ଦେଖ:[[rc://*/ta/man/translate/figs-metonymy]])