or_tn/1co/01/10.md

24 lines
1.6 KiB
Markdown

# Connecting Statement:
ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ସେମାନେ ପରସ୍ପର ସହିତ ଏକତାରେ ରହିବା ଉଚିତ୍ ଏବଂ ଲୋକମାନଙ୍କ ବାପ୍ତିସ୍ଣ ଦ୍ବାରା ନୁହେଁ ମାତ୍ର ଖ୍ରୀଷ୍ଟଙ୍କ କୃଶର ସୁସମାଚାର ଦ୍ବାରା ଉଦ୍ଧାର ମିଳିଥାଏ ।
# brothers
ଏଠାରେ ଏହା ସାଥି ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯହିଁରେ ପୁରୁଷ ଓ ସ୍ତ୍ରୀ ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି ।
# through the name of our Lord Jesus Christ
ଏଠାରେ “ନାମ” ଶବ୍ଦଟି ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତି ବିଶେଷକୁ ଦର୍ଶାଇବା ଶବ୍ଦ ଅଟେ । ବିକଳ୍ପ ଅନୁବାଦ: ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା” (ଦେଖ:[[rc://*/ta/man/translate/figs-metonymy]])
# that you all agree
ଯେପରି ତୁମ୍ଭେମାନେ ପରସ୍ପର ସହିତ ସୁସଙ୍ଗତିରେ ବାସ କର
# that there be no divisions among you
ତୁମ୍ଭେମାନେ ଯେପରି ପରସ୍ପର ମଧ୍ୟରେ ଦଳଭେଦ ନ କର
# be joined together with the same mind and by the same purpose
ଏକତାରେ ବାସ କର