or_tn/1co/01/10.md

1.6 KiB

Connecting Statement:

ପାଉଲ କରିନ୍ଥୀୟ ବିଶ୍ବାସୀମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ସେମାନେ ପରସ୍ପର ସହିତ ଏକତାରେ ରହିବା ଉଚିତ୍ ଏବଂ ଲୋକମାନଙ୍କ ବାପ୍ତିସ୍ଣ ଦ୍ବାରା ନୁହେଁ ମାତ୍ର ଖ୍ରୀଷ୍ଟଙ୍କ କୃଶର ସୁସମାଚାର ଦ୍ବାରା ଉଦ୍ଧାର ମିଳିଥାଏ ।

brothers

ଏଠାରେ ଏହା ସାଥି ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯହିଁରେ ପୁରୁଷ ଓ ସ୍ତ୍ରୀ ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି ।

through the name of our Lord Jesus Christ

ଏଠାରେ “ନାମ” ଶବ୍ଦଟି ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତି ବିଶେଷକୁ ଦର୍ଶାଇବା ଶବ୍ଦ ଅଟେ । ବିକଳ୍ପ ଅନୁବାଦ: ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା” (ଦେଖ:rc://*/ta/man/translate/figs-metonymy)

that you all agree

ଯେପରି ତୁମ୍ଭେମାନେ ପରସ୍ପର ସହିତ ସୁସଙ୍ଗତିରେ ବାସ କର

that there be no divisions among you

ତୁମ୍ଭେମାନେ ଯେପରି ପରସ୍ପର ମଧ୍ୟରେ ଦଳଭେଦ ନ କର

be joined together with the same mind and by the same purpose

ଏକତାରେ ବାସ କର