or_tn/1co/01/02.md

2.5 KiB

to the church of God at Corinth

ତୁମ୍ଭମାନଙ୍କ ଭାଷାରେ ହୁଏତ ଏକ ବିଶେଷ ପ୍ରକାରେ ପତ୍ରର ଶ୍ରୋତାମାନଙ୍କର ପରିଚୟ ଦିଆଯାଉଥିବ । ବିକଳ୍ପ ଅନୁବାଦ: “ଏହି ପତ୍ର କରିନ୍ଥରେ ଥିବା ଇଶ୍ବର ବିଶ୍ବାସୀମାନଙ୍କ ନିକଟକୁ ଲେଖିଲି”

those who have been sanctified in Christ Jesus

ଏଠାରେ “ପବିତ୍ରୀକୃତ” ଶବ୍ଦଟି ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନଙ୍କୁ ଈଶ୍ବର ଏଥିନିମନ୍ତେ ସୁରକ୍ଷିତ ରଖିଛନ୍ତି ଯେପରି ସେମାନେ ତାଙ୍କର ଗୌରବ କରିବେ । ବିକଳ୍ପ ଅନୁବାଦ:“ଯୀଶୁ ଖ୍ରୀଷ୍ଟ ଯେଉଁମାନଙ୍କୁ ଇଶ୍ବରଙ୍କ ନିମନ୍ତେ ଅଲଗା କରିଅଛନ୍ତି” ବା “ଯେଉଁମାନଙ୍କୁ ଇଶ୍ବର ନିଜ ନିମନ୍ତେ ଅଲଗା କରିଅଛନ୍ତି କାରଣ ସେମାନେ ଖ୍ରୀଷ୍ଟ ଯୀଶୁଙ୍କର ଅଟନ୍ତି

who are called to be holy people

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ଈଶ୍ବର ଯେଉଁ ଲୋକମାନଙ୍କୁ ପବିତ୍ରଲୋକ ହେବା ନିମନ୍ତେ ଆହ୍ବାନ କରିଅଛନ୍ତି”(ଦେଖ:rc://*/ta/man/translate/figs-activepassive)

who call on the name of our Lord Jesus Christ

ଏଠାରେ “ନାମ” ଶବ୍ଦଟି ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତି ବିଶେଷକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଡାକନ୍ତି” (ଦେଖ:rc://*/ta/man/translate/figs-metonymy)

their Lord and ours

“ଆମ୍ଭମାନଙ୍କର” ଶବ୍ଦଟି ପାଉଲଙ୍କ ଶ୍ରୋତାମାନଙ୍କୁ ଦର୍ଶାଏ । ଯୀଶୁ ପାଉଲଙ୍କର, କରିନ୍ଥୀୟମାନଙ୍କର ଓ ସମସ୍ତ ମଣ୍ଡଳୀର ପ୍ରଭୁ ଅଟନ୍ତି । (ଦେଖ:rc://*/ta/man/translate/figs-inclusive)