or_tn/1co/01/02.md

20 lines
2.5 KiB
Markdown
Raw Normal View History

2020-11-19 00:15:53 +00:00
# to the church of God at Corinth
ତୁମ୍ଭମାନଙ୍କ ଭାଷାରେ ହୁଏତ ଏକ ବିଶେଷ ପ୍ରକାରେ ପତ୍ରର ଶ୍ରୋତାମାନଙ୍କର ପରିଚୟ ଦିଆଯାଉଥିବ । ବିକଳ୍ପ ଅନୁବାଦ: “ଏହି ପତ୍ର କରିନ୍ଥରେ ଥିବା ଇଶ୍ବର ବିଶ୍ବାସୀମାନଙ୍କ ନିକଟକୁ ଲେଖିଲି”
# those who have been sanctified in Christ Jesus
ଏଠାରେ “ପବିତ୍ରୀକୃତ” ଶବ୍ଦଟି ସେହି ଲୋକମାନଙ୍କୁ ଦର୍ଶାଏ ଯେଉଁମାନଙ୍କୁ ଈଶ୍ବର ଏଥିନିମନ୍ତେ ସୁରକ୍ଷିତ ରଖିଛନ୍ତି ଯେପରି ସେମାନେ ତାଙ୍କର ଗୌରବ କରିବେ । ବିକଳ୍ପ ଅନୁବାଦ:“ଯୀଶୁ ଖ୍ରୀଷ୍ଟ ଯେଉଁମାନଙ୍କୁ ଇଶ୍ବରଙ୍କ ନିମନ୍ତେ ଅଲଗା କରିଅଛନ୍ତି” ବା “ଯେଉଁମାନଙ୍କୁ ଇଶ୍ବର ନିଜ ନିମନ୍ତେ ଅଲଗା କରିଅଛନ୍ତି କାରଣ ସେମାନେ ଖ୍ରୀଷ୍ଟ ଯୀଶୁଙ୍କର ଅଟନ୍ତି
# who are called to be holy people
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ଈଶ୍ବର ଯେଉଁ ଲୋକମାନଙ୍କୁ ପବିତ୍ରଲୋକ ହେବା ନିମନ୍ତେ ଆହ୍ବାନ କରିଅଛନ୍ତି”(ଦେଖ:[[rc://*/ta/man/translate/figs-activepassive]])
# who call on the name of our Lord Jesus Christ
ଏଠାରେ “ନାମ” ଶବ୍ଦଟି ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତି ବିଶେଷକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଡାକନ୍ତି” (ଦେଖ:[[rc://*/ta/man/translate/figs-metonymy]])
# their Lord and ours
“ଆମ୍ଭମାନଙ୍କର” ଶବ୍ଦଟି ପାଉଲଙ୍କ ଶ୍ରୋତାମାନଙ୍କୁ ଦର୍ଶାଏ । ଯୀଶୁ ପାଉଲଙ୍କର, କରିନ୍ଥୀୟମାନଙ୍କର ଓ ସମସ୍ତ ମଣ୍ଡଳୀର ପ୍ରଭୁ ଅଟନ୍ତି । (ଦେଖ:[[rc://*/ta/man/translate/figs-inclusive]])