or_tn/1co/01/01.md

748 B

Paul

ତୁମ୍ଭମାନଙ୍କ ଭାଷାରେ ହୁଏତ ବିଶେଷ ପ୍ରକାରେ ଏକ ପତ୍ରର ଲେଖକର ପରିଚୟ ଦିଆଯାଇ ଥାଏ । ବିକଳ୍ପ ଅନୁବାଦ: “ମୁଁ, ପାଉଲ”

Sosthenes our brother

ଏହା ସୂଚିତ କରେ ଯେ ଉଭୟ ପାଉଲ ଏବଂ କରିନ୍ଥୀୟମାନେ ସୋସ୍ତିନାଙ୍କୁ ଜାଣିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଓ ମୁଁ ସୋସ୍ତିନା ଭ୍ରାତାଙ୍କୁ ଜାଣିଅଛୁ”(ଦେଖ:[[rc:///ta/man/translate/translate-names]])ଏବଂ[[rc:///ta/man/translate/figs-explicit]])