# Paul ତୁମ୍ଭମାନଙ୍କ ଭାଷାରେ ହୁଏତ ବିଶେଷ ପ୍ରକାରେ ଏକ ପତ୍ରର ଲେଖକର ପରିଚୟ ଦିଆଯାଇ ଥାଏ । ବିକଳ୍ପ ଅନୁବାଦ: “ମୁଁ, ପାଉଲ” # Sosthenes our brother ଏହା ସୂଚିତ କରେ ଯେ ଉଭୟ ପାଉଲ ଏବଂ କରିନ୍ଥୀୟମାନେ ସୋସ୍ତିନାଙ୍କୁ ଜାଣିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଓ ମୁଁ ସୋସ୍ତିନା ଭ୍ରାତାଙ୍କୁ ଜାଣିଅଛୁ”(ଦେଖ:[[rc://*/ta/man/translate/translate-names]])ଏବଂ[[rc://*/ta/man/translate/figs-explicit]])