or_tn/tit/03/14.md

16 lines
1.5 KiB
Markdown

# Connecting Statement:
ଜୀନା ଓ ଆପଲ୍ଲଙ୍କ ଅଭାବ ପୂରଣ କରିବା କାହିଁକି ଗୁରୁତ୍ବପୂର୍ଣ୍ଣ, ପାଉଲ ତାହା ବୁଝାଉଛନ୍ତି I
# Our people
ପାଉଲ କ୍ରୀତୀରେ ଥିବା ବିଶ୍ବାସୀମାନଙ୍କୁ ଉଲ୍ଲେଖ କରୁଛନ୍ତି I
# that provide for urgent needs
ଯେଉଁ ଲୋକମାନେ ଅତି ଶୀଘ୍ର ଗୁରୁତ୍ବପୂର୍ଣ୍ଣ ବିଷୟଗୁଡିକ ଆବଶ୍ୟକ କରନ୍ତି, ସେମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ କରିବ
# needs, and so not be unfruitful
ଲୋକମାନେ ସତ୍କର୍ମ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଫଳ ଧାରଣ କରୁଥିବା ବୃକ୍ଷ I ଏହି ଦ୍ବେତ ନକରାତ୍ମକ ବିଷୟର ଅର୍ଥ ହେଉଛି ସେମାନେ ଫଳବାନ୍ ବା ଉତ୍ପାଦନକାରୀ ହେବା ଉଚିତ I ବିକଳ୍ପ ଅନୁବାଦ: “ପ୍ରୟୋଜନୀୟ ବିଷୟ; ଏହିପ୍ରକାରେ ସେମାନେ ଫଳବାନ୍ ହେବେ” କିମ୍ବା “ପ୍ରୟୋଜନୀୟ ବିଷୟ, ଆଉ ସେମାନେ ସତ୍କର୍ମ କରିବେ” (ଦେଖ: [[rc://*/ta/man/translate/figs-doublenegatives]])