or_tn/tit/03/14.md

1.5 KiB

Connecting Statement:

ଜୀନା ଓ ଆପଲ୍ଲଙ୍କ ଅଭାବ ପୂରଣ କରିବା କାହିଁକି ଗୁରୁତ୍ବପୂର୍ଣ୍ଣ, ପାଉଲ ତାହା ବୁଝାଉଛନ୍ତି I

Our people

ପାଉଲ କ୍ରୀତୀରେ ଥିବା ବିଶ୍ବାସୀମାନଙ୍କୁ ଉଲ୍ଲେଖ କରୁଛନ୍ତି I

that provide for urgent needs

ଯେଉଁ ଲୋକମାନେ ଅତି ଶୀଘ୍ର ଗୁରୁତ୍ବପୂର୍ଣ୍ଣ ବିଷୟଗୁଡିକ ଆବଶ୍ୟକ କରନ୍ତି, ସେମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ କରିବ

needs, and so not be unfruitful

ଲୋକମାନେ ସତ୍କର୍ମ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଫଳ ଧାରଣ କରୁଥିବା ବୃକ୍ଷ I ଏହି ଦ୍ବେତ ନକରାତ୍ମକ ବିଷୟର ଅର୍ଥ ହେଉଛି ସେମାନେ ଫଳବାନ୍ ବା ଉତ୍ପାଦନକାରୀ ହେବା ଉଚିତ I ବିକଳ୍ପ ଅନୁବାଦ: “ପ୍ରୟୋଜନୀୟ ବିଷୟ; ଏହିପ୍ରକାରେ ସେମାନେ ଫଳବାନ୍ ହେବେ” କିମ୍ବା “ପ୍ରୟୋଜନୀୟ ବିଷୟ, ଆଉ ସେମାନେ ସତ୍କର୍ମ କରିବେ” (ଦେଖ: rc://*/ta/man/translate/figs-doublenegatives)