or_tn/tit/03/06.md

8 lines
772 B
Markdown

# whom God richly poured on us
ନୂତନ ନିୟମର ଲେଖକମାନେ ପବିତ୍ର ଆତ୍ମାଙ୍କ ବିଷୟରେ ଏପରି କହିବା ସ୍ବାଭାବିକ ଥିଲା ଯେ ସେ ଗୋଟିଏ ତରଳ ପଦାର୍ଥ ସଦୃଶ, ଯାହାଙ୍କୁ ଈଶ୍ବର ବହୁ ପରିମାଣରେ ଢାଳିଦେବେ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ପ୍ରଚୁରରୂପେ ଦେଇଅଛନ୍ତି” (ଦେଖ: [[rc://*/ta/man/translate/figs-metaphor]])
# through our Savior Jesus Christ
ଯେତେବେଳେ ଯୀଶୁ ଆମ୍ଭମାନଙ୍କୁ ପରିତ୍ରାଣ କଲେ