or_tn/tit/03/06.md

772 B

whom God richly poured on us

ନୂତନ ନିୟମର ଲେଖକମାନେ ପବିତ୍ର ଆତ୍ମାଙ୍କ ବିଷୟରେ ଏପରି କହିବା ସ୍ବାଭାବିକ ଥିଲା ଯେ ସେ ଗୋଟିଏ ତରଳ ପଦାର୍ଥ ସଦୃଶ, ଯାହାଙ୍କୁ ଈଶ୍ବର ବହୁ ପରିମାଣରେ ଢାଳିଦେବେ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ପ୍ରଚୁରରୂପେ ଦେଇଅଛନ୍ତି” (ଦେଖ: rc://*/ta/man/translate/figs-metaphor)

through our Savior Jesus Christ

ଯେତେବେଳେ ଯୀଶୁ ଆମ୍ଭମାନଙ୍କୁ ପରିତ୍ରାଣ କଲେ