or_tn/tit/02/14.md

16 lines
895 B
Markdown

# gave himself for us
ଏହା ଯୀଶୁଙ୍କର ସ୍ବେଚ୍ଛାକୃତ ମୃତ୍ୟୁଭୋଗକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ମୃତ୍ୟୁଭୋଗ କରିବାକୁ ଦେଲେ” (ଦେଖ: [[rc://*/ta/man/translate/figs-explicit]])
# to redeem us from all lawlessness
ପାଉଲ ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଦାସମାନଙ୍କୁ ସେମାନଙ୍କ କର୍ତ୍ତାମାନଙ୍କଠାରୁ ମୁକ୍ତ କରୁଅଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
# a special people
ସେ ସଞ୍ଚୟ କରୁଥିବା ଗୋଟିଏ ଲୋକ ଦଳ
# are eager
ଏକ ଦୃଢ଼ ଇଚ୍ଛା ରଖ