# gave himself for us ଏହା ଯୀଶୁଙ୍କର ସ୍ବେଚ୍ଛାକୃତ ମୃତ୍ୟୁଭୋଗକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ମୃତ୍ୟୁଭୋଗ କରିବାକୁ ଦେଲେ” (ଦେଖ: [[rc://*/ta/man/translate/figs-explicit]]) # to redeem us from all lawlessness ପାଉଲ ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଦାସମାନଙ୍କୁ ସେମାନଙ୍କ କର୍ତ୍ତାମାନଙ୍କଠାରୁ ମୁକ୍ତ କରୁଅଛନ୍ତି I (ଦେଖ: [[rc://*/ta/man/translate/figs-metaphor]]) # a special people ସେ ସଞ୍ଚୟ କରୁଥିବା ଗୋଟିଏ ଲୋକ ଦଳ # are eager ଏକ ଦୃଢ଼ ଇଚ୍ଛା ରଖ