or_tn/tit/02/12.md

1.0 KiB
Raw Permalink Blame History

trains us

ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ([ତିତସ୍ :୧୧] (./11.md)) ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟନ୍ତି ଯିଏ ଅନ୍ୟ ଲୋକମାନଙ୍କ ନିକଟକୁ ଯାଇ ପବିତ୍ର ଜୀବନ ଯାପନ କରିବା ନିମନ୍ତେ ସେମାନଙ୍କୁ ତାଲିମ ଦିଅନ୍ତି I (ଦେଖ: rc://*/ta/man/translate/figs-personification)

trains us to reject godlessness

ଈଶ୍ବରଙ୍କୁ ଅସମ୍ମାନ କରିବାକୁ ଶିକ୍ଷା ଦିଏ ନାହିଁ

worldly passions

ଏହି ଜଗତର ବିଷୟ ନିମନ୍ତେ ଦୃଢ଼ ଅଭିଳାଷ କିମ୍ବା “ପାପପୂର୍ଣ୍ଣ କାମନା ନିମନ୍ତେ ଦୃଢ଼ ଅଭିଳାଷ”

in this age

ଏହି ଜଗତରେ ବାସ କରୁଥିବା ସମୟରେ କିମ୍ବା “ଏହି ସମୟରେ”