# trains us ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ([ତିତସ୍ ୨:୧୧] (./11.md)) ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟନ୍ତି ଯିଏ ଅନ୍ୟ ଲୋକମାନଙ୍କ ନିକଟକୁ ଯାଇ ପବିତ୍ର ଜୀବନ ଯାପନ କରିବା ନିମନ୍ତେ ସେମାନଙ୍କୁ ତାଲିମ ଦିଅନ୍ତି I (ଦେଖ: [[rc://*/ta/man/translate/figs-personification]]) # trains us to reject godlessness ଈଶ୍ବରଙ୍କୁ ଅସମ୍ମାନ କରିବାକୁ ଶିକ୍ଷା ଦିଏ ନାହିଁ # worldly passions ଏହି ଜଗତର ବିଷୟ ନିମନ୍ତେ ଦୃଢ଼ ଅଭିଳାଷ କିମ୍ବା “ପାପପୂର୍ଣ୍ଣ କାମନା ନିମନ୍ତେ ଦୃଢ଼ ଅଭିଳାଷ” # in this age ଏହି ଜଗତରେ ବାସ କରୁଥିବା ସମୟରେ କିମ୍ବା “ଏହି ସମୟରେ”