or_tn/tit/02/05.md

4 lines
800 B
Markdown

# so that God's word may not be insulted
ଏଠାରେ ବାକ୍ୟ “ସମ୍ବାଦ”କୁ ବୁଝାଏ, ଯାହା ଅନ୍ୟପକ୍ଷରେ ଈଶ୍ବରଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେପରି କେହି ଈଶ୍ବରଙ୍କ ବାକ୍ୟର ନିନ୍ଦା ନ କରନ୍ତି” କିମ୍ବା “ଯେପରି କେହି ତାହାଙ୍କ ସମ୍ବାଦ ବିଷୟରେ ମନ୍ଦ କଥା କହି ଈଶ୍ବରଙ୍କ ନିନ୍ଦା ନ କରନ୍ତି” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])