or_tn/tit/02/05.md

800 B

so that God's word may not be insulted

ଏଠାରେ ବାକ୍ୟ “ସମ୍ବାଦ”କୁ ବୁଝାଏ, ଯାହା ଅନ୍ୟପକ୍ଷରେ ଈଶ୍ବରଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେପରି କେହି ଈଶ୍ବରଙ୍କ ବାକ୍ୟର ନିନ୍ଦା ନ କରନ୍ତି” କିମ୍ବା “ଯେପରି କେହି ତାହାଙ୍କ ସମ୍ବାଦ ବିଷୟରେ ମନ୍ଦ କଥା କହି ଈଶ୍ବରଙ୍କ ନିନ୍ଦା ନ କରନ୍ତି” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metonymy]])