or_tn/tit/02/02.md

12 lines
1.2 KiB
Markdown

# to be temperate
ସୁବୁଦ୍ଧି ହେବାକୁ କିମ୍ବା “ଆତ୍ମ-ସଂଯମୀ ହେବାକୁ”
# to be ... sensible
ସେମାନଙ୍କ ଅଭିଳାଷ ନିୟନ୍ତ୍ରଣ ...କରିବାକୁ
# sound in faith, in love, and in perseverance
ଏଠାରେ “ହିତଜନକ”ର ଅର୍ଥ ଦୃଢ଼ ଓ ଅବିଚଳିତ I ଗୁଣବାଚକ ବିଶେଷ୍ୟ “ବିଶ୍ବାସ,” “ପ୍ରେମ” ଓ ଧୈର୍ଯ୍ୟ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ସେମାନେ ଈଶ୍ବରଙ୍କ ବିଷୟରେ ସତ୍ୟ ଶିକ୍ଷାକୁ ଦୃଢ଼ଭାବରେ ବିଶ୍ବାସ କରିବା ଆବଶ୍ୟକ, ଅନ୍ୟମାନଙ୍କୁ ସତ୍ୟରେ ପ୍ରେମ କରିବା ଆବଶ୍ୟକ ଓ ଏପରିକି କଷ୍ଟକର ପରିସ୍ଥିତିରେ ମଧ୍ୟ ନିରନ୍ତର ଈଶ୍ବରଙ୍କ ସେବା କରିବା ଆବଶ୍ୟକ” (ଦେଖ: [[rc://*/ta/man/translate/figs-abstractnouns]])