or_tn/tit/02/02.md

1.2 KiB

to be temperate

ସୁବୁଦ୍ଧି ହେବାକୁ କିମ୍ବା “ଆତ୍ମ-ସଂଯମୀ ହେବାକୁ”

to be ... sensible

ସେମାନଙ୍କ ଅଭିଳାଷ ନିୟନ୍ତ୍ରଣ ...କରିବାକୁ

sound in faith, in love, and in perseverance

ଏଠାରେ “ହିତଜନକ”ର ଅର୍ଥ ଦୃଢ଼ ଓ ଅବିଚଳିତ I ଗୁଣବାଚକ ବିଶେଷ୍ୟ “ବିଶ୍ବାସ,” “ପ୍ରେମ” ଓ ଧୈର୍ଯ୍ୟ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ସେମାନେ ଈଶ୍ବରଙ୍କ ବିଷୟରେ ସତ୍ୟ ଶିକ୍ଷାକୁ ଦୃଢ଼ଭାବରେ ବିଶ୍ବାସ କରିବା ଆବଶ୍ୟକ, ଅନ୍ୟମାନଙ୍କୁ ସତ୍ୟରେ ପ୍ରେମ କରିବା ଆବଶ୍ୟକ ଓ ଏପରିକି କଷ୍ଟକର ପରିସ୍ଥିତିରେ ମଧ୍ୟ ନିରନ୍ତର ଈଶ୍ବରଙ୍କ ସେବା କରିବା ଆବଶ୍ୟକ” (ଦେଖ: rc://*/ta/man/translate/figs-abstractnouns)