or_tn/tit/01/14.md

8 lines
618 B
Markdown

# Jewish myths
ଏହା ଯିହୂଦୀମାନଙ୍କର ଭ୍ରାନ୍ତ ଶିକ୍ଷାକୁ ବୁଝାଏ I
# turn away from the truth
ପାଉଲ ସତ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯେଉଁଥିରୁ ଜଣେ ବିମୁଖ ହୋଇପାରିବ ବା ଯାହାକୁ ଜଣେ ଏଡାଇ ଦେଇପାରିବ I ବିକଳ୍ପ ଅନୁବାଦ: “ସତ୍ୟକୁ ଅଗ୍ରାହ୍ୟ କରନ୍ତି” (ଦେଖ: [[rc://*/ta/man/translate/figs-metaphor]])