or_tn/tit/01/14.md

618 B

Jewish myths

ଏହା ଯିହୂଦୀମାନଙ୍କର ଭ୍ରାନ୍ତ ଶିକ୍ଷାକୁ ବୁଝାଏ I

turn away from the truth

ପାଉଲ ସତ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯେଉଁଥିରୁ ଜଣେ ବିମୁଖ ହୋଇପାରିବ ବା ଯାହାକୁ ଜଣେ ଏଡାଇ ଦେଇପାରିବ I ବିକଳ୍ପ ଅନୁବାଦ: “ସତ୍ୟକୁ ଅଗ୍ରାହ୍ୟ କରନ୍ତି” (ଦେଖ: rc://*/ta/man/translate/figs-metaphor)