or_tn/tit/01/06.md

16 lines
1.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Connecting Statement:
କ୍ରୀତୀ ଦ୍ବୀପର ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ କହିଲାପରେ, ପାଉଲ ପ୍ରାଚୀନମାନଙ୍କ ଆବଶ୍ୟକ ଯୋଗ୍ୟତା ବିଷୟରେ କହୁଛନ୍ତି I
# An elder must be without blame, the husband
“ନିର୍ଦ୍ଦୋଷ” ହେବାର ଅର୍ଥ ହେଉଛି କୌଣସି ମନ୍ଦ ବିଷୟ କରୁ ନ ଥିବା ଲୋକଭାବରେ ପରିଚିତ ଥିବା I ବିକଳ୍ପ ଅନୁବାଦ: “ଜଣେ ପ୍ରାଚୀନର କୁଖ୍ୟାତି ନ ଥିବା ଆବଶ୍ୟକ ଓ ସେ ଜଣେ ସ୍ବାମୀ ହୋଇଥିବା ଉଚିତ”
# the husband of one wife
ଏହାର ଅର୍ଥ ହେଉଛି ଯେ ତାଙ୍କର ଏକମାତ୍ର ସ୍ତ୍ରୀ ଥିବ, ଅର୍ଥାତ୍, ତାଙ୍କର ଆଉ ଅନ୍ୟ ସ୍ତ୍ରୀ କି ଉପପତ୍ନୀ ନ ଥିବେ I ଏହା ମଧ୍ୟ ସୂଚିତ କରିପାରେ ଯେ ସେ ବ୍ୟଭିଚାର କରୁନାହିଁ କି କୌଣସି ପୂର୍ବ ସ୍ତ୍ରୀକୁ ଛାଡପତ୍ର ଦେଇନାହିଁ I ବିକଳ୍ପ ଅନୁବାଦ: “ଜଣେ ଲୋକ ଯାହାର କେବଳ ଏକମାତ୍ର ସ୍ତ୍ରୀ ଅଛି” କିମ୍ବା “ଜଣେ ଲୋକ ଯେ କି ଆପଣା ସ୍ତ୍ରୀ ପ୍ରତି ବିଶ୍ବସ୍ତ ଅଟେ” (ଦେଖ: [[rc://*/ta/man/translate/figs-explicit]])
# faithful children
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସନ୍ତାନମାନେ ) ଭରସାଯୋଗ୍ୟ ସନ୍ତାନମାନେ I