# Connecting Statement: କ୍ରୀତୀ ଦ୍ବୀପର ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ କହିଲାପରେ, ପାଉଲ ପ୍ରାଚୀନମାନଙ୍କ ଆବଶ୍ୟକ ଯୋଗ୍ୟତା ବିଷୟରେ କହୁଛନ୍ତି I # An elder must be without blame, the husband “ନିର୍ଦ୍ଦୋଷ” ହେବାର ଅର୍ଥ ହେଉଛି କୌଣସି ମନ୍ଦ ବିଷୟ କରୁ ନ ଥିବା ଲୋକଭାବରେ ପରିଚିତ ଥିବା I ବିକଳ୍ପ ଅନୁବାଦ: “ଜଣେ ପ୍ରାଚୀନର କୁଖ୍ୟାତି ନ ଥିବା ଆବଶ୍ୟକ ଓ ସେ ଜଣେ ସ୍ବାମୀ ହୋଇଥିବା ଉଚିତ” # the husband of one wife ଏହାର ଅର୍ଥ ହେଉଛି ଯେ ତାଙ୍କର ଏକମାତ୍ର ସ୍ତ୍ରୀ ଥିବ, ଅର୍ଥାତ୍, ତାଙ୍କର ଆଉ ଅନ୍ୟ ସ୍ତ୍ରୀ କି ଉପପତ୍ନୀ ନ ଥିବେ I ଏହା ମଧ୍ୟ ସୂଚିତ କରିପାରେ ଯେ ସେ ବ୍ୟଭିଚାର କରୁନାହିଁ କି କୌଣସି ପୂର୍ବ ସ୍ତ୍ରୀକୁ ଛାଡପତ୍ର ଦେଇନାହିଁ I ବିକଳ୍ପ ଅନୁବାଦ: “ଜଣେ ଲୋକ ଯାହାର କେବଳ ଏକମାତ୍ର ସ୍ତ୍ରୀ ଅଛି” କିମ୍ବା “ଜଣେ ଲୋକ ଯେ କି ଆପଣା ସ୍ତ୍ରୀ ପ୍ରତି ବିଶ୍ବସ୍ତ ଅଟେ” (ଦେଖ: [[rc://*/ta/man/translate/figs-explicit]]) # faithful children ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସନ୍ତାନମାନେ ୨) ଭରସାଯୋଗ୍ୟ ସନ୍ତାନମାନେ I