or_tn/tit/01/04.md

1.6 KiB

a true son

ଯଦିଓ ତୀତସ୍ ପାଉଲଙ୍କର ଜନ୍ମଗତ ପୁତ୍ର ନ ଥଲେ, ତଥାପି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିଲେ I ତେଣୁ, ଖ୍ରୀଷ୍ଟରେ, ପାଉଲ ତୀତସଙ୍କୁ ଆପଣାର ନିଜ ପୁତ୍ର ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋ ପ୍ରତି ଜଣେ ପୁତ୍ର ସଦୃଶ” (ଦେଖ: rc://*/ta/man/translate/figs-metaphor)

our common faith

ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ସେହି ସମାନ ବିଶ୍ବାସକୁ ପ୍ରକାଶ କରୁଛନ୍ତି, ଯାହା ସେମାନଙ୍କ ଉଭୟଙ୍କଠାରେ ଥିଲା I ବିକଳ୍ପ ଅନୁବାଦ: “ଯେଉଁ ଶିକ୍ଷାକୁ ଆମ୍ଭେ ଉଭୟ ବିଶ୍ବାସ କରୁଥିଲୁ”

Grace and peace

ଏହା ପାଉଲଙ୍କର ସାଧାରଣ ଭାବେ ବ୍ୟବହାର କରୁଥିବା ଅଭିବାଦନ I ତୁମେ ବୁଝିହେଉଥିବା ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଆନ୍ତରିକ ଭାବେ ଦୟା ଓ ଶାନ୍ତି ଅନୁଭବ କରୁଥାଅ” (ଦେଖ: rc://*/ta/man/translate/figs-ellipsis)

Christ Jesus our Savior

ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ