or_tn/tit/01/04.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# a true son
ଯଦିଓ ତୀତସ୍ ପାଉଲଙ୍କର ଜନ୍ମଗତ ପୁତ୍ର ନ ଥଲେ, ତଥାପି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିଲେ I ତେଣୁ, ଖ୍ରୀଷ୍ଟରେ, ପାଉଲ ତୀତସଙ୍କୁ ଆପଣାର ନିଜ ପୁତ୍ର ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋ ପ୍ରତି ଜଣେ ପୁତ୍ର ସଦୃଶ” (ଦେଖ: [[rc://*/ta/man/translate/figs-metaphor]])
# our common faith
ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ସେହି ସମାନ ବିଶ୍ବାସକୁ ପ୍ରକାଶ କରୁଛନ୍ତି, ଯାହା ସେମାନଙ୍କ ଉଭୟଙ୍କଠାରେ ଥିଲା I ବିକଳ୍ପ ଅନୁବାଦ: “ଯେଉଁ ଶିକ୍ଷାକୁ ଆମ୍ଭେ ଉଭୟ ବିଶ୍ବାସ କରୁଥିଲୁ”
# Grace and peace
ଏହା ପାଉଲଙ୍କର ସାଧାରଣ ଭାବେ ବ୍ୟବହାର କରୁଥିବା ଅଭିବାଦନ I ତୁମେ ବୁଝିହେଉଥିବା ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଆନ୍ତରିକ ଭାବେ ଦୟା ଓ ଶାନ୍ତି ଅନୁଭବ କରୁଥାଅ” (ଦେଖ: [[rc://*/ta/man/translate/figs-ellipsis]])
# Christ Jesus our Savior
ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ