or_tn/rom/16/25.md

2.4 KiB

Connecting Statement:

ପାଉଲ ଏକ ଆଶୀର୍ବାଦର ପ୍ରାର୍ଥନା ସହିତ ଶେଷ କରୁଛନ୍ତି

Now

ଏଠାରେ “ବର୍ତ୍ତମାନ” ଶବ୍ଦଟିଏହି ପତ୍ରର ଶେଷ ଭାଗକୁ ସୂଚାଉଅଛି I ଯଦି ତୁମ୍ଭମାନଙ୍କ ଭାଷାରେ ଏପରି କରିବାର କିଛି ମାଧ୍ୟମ ଥାଏ, ତେବେ ତୁମ୍ଭେମାନେ ତାହାକୁ ଏଠାରେ ବ୍ୟବହାର କରିପାରିବ I

to strengthen you

ପାଉଲ ଏଠାରେ ଦୃଢ ବିଶ୍ବାସ ପ୍ରାପ୍ତହେବା ବିଷୟରେ କହୁଛନ୍ତି ଯେ, ସତେ ଯେପରି ଜଣେ ବ୍ୟକ୍ତି ପଡିଯିବା ବଦଳରେ ଠିଆ ହୋଇଅଛି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କର ବିଶ୍ବାସକୁ ଦୃଢ କରିବାପାଇଁ” (ଦେଖ:rc://*/ta/man/translate/figs-metaphor)

according to my gospel and the preaching of Jesus Christ

ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମୁଁ ପ୍ରଚାର କରିଥିବା ସୁସମାଚାର ଦ୍ବାରା

according to the revelation of the mystery that had been kept secret for long ages

ପାଉଲଙ୍କ କହନ୍ତି ଯେ ଈଶ୍ବର ବିଶ୍ବାସୀମାନଙ୍କଠାରେ ପୂର୍ବରେ ଅବ୍ୟକ୍ତ ହୋଇଥିବା ସତ୍ୟକୁ ପ୍ରକାଶ କରିଅଛନ୍ତି I ସେ ଏହି ସତ୍ୟତାସବୁ ବିଷୟରେ କହନ୍ତି ଯେ, ସତେ ଯେପରି ସେସବୁ ଏକ ନିଗୂଢତତ୍ତ୍ବ ଥିଲା I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ବିଶ୍ବାସୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କଠାରେ ସେହି ରହସ୍ୟକୁ ପ୍ରକାଶ କରିଅଛନ୍ତି, ଯାହା ସେ ବହୁ ସମୟ ପର୍ଯ୍ୟନ୍ତ ରଖିଥିଲେ” (ଦେଖ:[[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])