or_tn/rom/16/25.md

20 lines
2.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଏକ ଆଶୀର୍ବାଦର ପ୍ରାର୍ଥନା ସହିତ ଶେଷ କରୁଛନ୍ତି
# Now
ଏଠାରେ “ବର୍ତ୍ତମାନ” ଶବ୍ଦଟିଏହି ପତ୍ରର ଶେଷ ଭାଗକୁ ସୂଚାଉଅଛି I ଯଦି ତୁମ୍ଭମାନଙ୍କ ଭାଷାରେ ଏପରି କରିବାର କିଛି ମାଧ୍ୟମ ଥାଏ, ତେବେ ତୁମ୍ଭେମାନେ ତାହାକୁ ଏଠାରେ ବ୍ୟବହାର କରିପାରିବ I
# to strengthen you
ପାଉଲ ଏଠାରେ ଦୃଢ ବିଶ୍ବାସ ପ୍ରାପ୍ତହେବା ବିଷୟରେ କହୁଛନ୍ତି ଯେ, ସତେ ଯେପରି ଜଣେ ବ୍ୟକ୍ତି ପଡିଯିବା ବଦଳରେ ଠିଆ ହୋଇଅଛି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କର ବିଶ୍ବାସକୁ ଦୃଢ କରିବାପାଇଁ” (ଦେଖ:[[rc://*/ta/man/translate/figs-metaphor]])
# according to my gospel and the preaching of Jesus Christ
ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମୁଁ ପ୍ରଚାର କରିଥିବା ସୁସମାଚାର ଦ୍ବାରା
# according to the revelation of the mystery that had been kept secret for long ages
ପାଉଲଙ୍କ କହନ୍ତି ଯେ ଈଶ୍ବର ବିଶ୍ବାସୀମାନଙ୍କଠାରେ ପୂର୍ବରେ ଅବ୍ୟକ୍ତ ହୋଇଥିବା ସତ୍ୟକୁ ପ୍ରକାଶ କରିଅଛନ୍ତି I ସେ ଏହି ସତ୍ୟତାସବୁ ବିଷୟରେ କହନ୍ତି ଯେ, ସତେ ଯେପରି ସେସବୁ ଏକ ନିଗୂଢତତ୍ତ୍ବ ଥିଲା I ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ବିଶ୍ବାସୀ ଯେ ଆମ୍ଭେମାନେ, ଆମ୍ଭମାନଙ୍କଠାରେ ସେହି ରହସ୍ୟକୁ ପ୍ରକାଶ କରିଅଛନ୍ତି, ଯାହା ସେ ବହୁ ସମୟ ପର୍ଯ୍ୟନ୍ତ ରଖିଥିଲେ” (ଦେଖ:[[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])