or_tn/rom/16/05.md

905 B

Greet the church that is in their house

ଯେଉଁମାନେ ତାହାଙ୍କ ଗୃହରେ ଆରାଧନା କରିବାପାଇଁ ମିଳିତ ହୁଅନ୍ତି, ସେହି ବିଶ୍ବାସୀମାନଙ୍କୁ ଅଭିବାଦନ କର

Epaenetus

ଏହା ଏକ ପୁରୁଷର ନାମ I (ଦେଖ: [[rc:///ta/man/translate/translate-names]] ଓ [[rc:///ta/man/translate/translate-unknown]])

firstfruit of Asia to Christ

ପାଉଲ ଏପାଇନେତଙ୍କ ବିଷୟରେ କହନ୍ତି, ସତେ ଯେପରି ସେ ଗୋଟିଏ ଫଳ, ଯାହା ସେ ଅମଳ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କୁ ବିଶ୍ବାସ କରିବାରେ ଆସିଆର ପ୍ରଥମ ବ୍ୟକ୍ତି” (ଦେଖ:rc://*/ta/man/translate/figs-metaphor)