# Greet the church that is in their house ଯେଉଁମାନେ ତାହାଙ୍କ ଗୃହରେ ଆରାଧନା କରିବାପାଇଁ ମିଳିତ ହୁଅନ୍ତି, ସେହି ବିଶ୍ବାସୀମାନଙ୍କୁ ଅଭିବାଦନ କର # Epaenetus ଏହା ଏକ ପୁରୁଷର ନାମ I (ଦେଖ: [[rc://*/ta/man/translate/translate-names]] ଓ [[rc://*/ta/man/translate/translate-unknown]]) # firstfruit of Asia to Christ ପାଉଲ ଏପାଇନେତଙ୍କ ବିଷୟରେ କହନ୍ତି, ସତେ ଯେପରି ସେ ଗୋଟିଏ ଫଳ, ଯାହା ସେ ଅମଳ କରିଥିଲେ I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କୁ ବିଶ୍ବାସ କରିବାରେ ଆସିଆର ପ୍ରଥମ ବ୍ୟକ୍ତି” (ଦେଖ:[[rc://*/ta/man/translate/figs-metaphor]])