or_tn/rom/15/24.md

16 lines
1.4 KiB
Markdown

# Spain
ଏହା ରୋମର ପଶ୍ଚିମ ଭାଗରେ ଥିବା ଏକ ରୋମୀୟ ପ୍ରଦେଶ, ଯେଉଁଠିକି ପାଉଲ ଯିବାପାଇଁ ଇଚ୍ଛା କରୁଥିଲେ I (ଦେଖ:[[rc://*/ta/man/translate/translate-names]] ଓ [[rc://*/ta/man/translate/translate-unknown]])
# in passing
ମୁଁ ରୋମ ମଧ୍ୟ ଦେଇ ଯିବା ସମୟରେ ବା “ମୁଁ ମୋର ରାସ୍ତାରେ ଯାଉଥିବା ସମୟରେ”
# and to be helped by you along my journey there
ଏଠାରେ ପାଉଲ ଚାହାଁନ୍ତି ଯେ ରୋମର ବିଶ୍ବାସୀମାନେ ତାହାଙ୍କ ସ୍ପେନର ଯାତ୍ରା ପାଇଁ କିଛି ଆର୍ଥିକ ସହାୟତା ପ୍ରଦାନ କରନ୍ତୁ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ମୋହର ଯାତ୍ରା ପାଇଁ ସାହାଯ୍ୟ କରିବ” (ଦେଖ:[[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-activepassive]])
# I have enjoyed your company
ତୁମ୍ଭମାନଙ୍କ ସହିତ କିଛି ସମୟ ବିତାଇ ଆନନ୍ଦ ପାଇଛି ବା “ତୁମ୍ଭେମାନଙ୍କୁ ପରିଦର୍ଶନକରି ଆନନ୍ଦ ପାଇଛି”