or_tn/rom/15/24.md

1.4 KiB

Spain

ଏହା ରୋମର ପଶ୍ଚିମ ଭାଗରେ ଥିବା ଏକ ରୋମୀୟ ପ୍ରଦେଶ, ଯେଉଁଠିକି ପାଉଲ ଯିବାପାଇଁ ଇଚ୍ଛା କରୁଥିଲେ I (ଦେଖ:[[rc:///ta/man/translate/translate-names]] ଓ [[rc:///ta/man/translate/translate-unknown]])

in passing

ମୁଁ ରୋମ ମଧ୍ୟ ଦେଇ ଯିବା ସମୟରେ ବା “ମୁଁ ମୋର ରାସ୍ତାରେ ଯାଉଥିବା ସମୟରେ”

and to be helped by you along my journey there

ଏଠାରେ ପାଉଲ ଚାହାଁନ୍ତି ଯେ ରୋମର ବିଶ୍ବାସୀମାନେ ତାହାଙ୍କ ସ୍ପେନର ଯାତ୍ରା ପାଇଁ କିଛି ଆର୍ଥିକ ସହାୟତା ପ୍ରଦାନ କରନ୍ତୁ I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ମୋହର ଯାତ୍ରା ପାଇଁ ସାହାଯ୍ୟ କରିବ” (ଦେଖ:[[rc:///ta/man/translate/figs-explicit]] ଓ [[rc:///ta/man/translate/figs-activepassive]])

I have enjoyed your company

ତୁମ୍ଭମାନଙ୍କ ସହିତ କିଛି ସମୟ ବିତାଇ ଆନନ୍ଦ ପାଇଛି ବା “ତୁମ୍ଭେମାନଙ୍କୁ ପରିଦର୍ଶନକରି ଆନନ୍ଦ ପାଇଛି”