or_tn/rom/15/23.md

4 lines
622 B
Markdown

# I no longer have any place in these regions
ପାଉଲ କହନ୍ତି ଯେ ଏହି ଅଞ୍ଚଳରେ ଏପରି ଜାଗା ନାହିଁ, ଯେଉଁଠାରେ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ସ୍ଥାନରେ ଆଉ କୌଣସି ଜାଗା ନାହିଁ, ଯେଉଁଠାରେ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି” (ଦେଖ:[[rc://*/ta/man/translate/figs-explicit]])