or_tn/rom/15/23.md

622 B

I no longer have any place in these regions

ପାଉଲ କହନ୍ତି ଯେ ଏହି ଅଞ୍ଚଳରେ ଏପରି ଜାଗା ନାହିଁ, ଯେଉଁଠାରେ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଏହି ସ୍ଥାନରେ ଆଉ କୌଣସି ଜାଗା ନାହିଁ, ଯେଉଁଠାରେ ଲୋକମାନେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣିନାହାନ୍ତି” (ଦେଖ:rc://*/ta/man/translate/figs-explicit)