or_tn/rom/15/14.md

2.0 KiB

Connecting Statement:

ପାଉଲ ରୋମରେ ଥିବା ବିଶ୍ବାସୀମାନକୁ ସ୍ଣରଣ କରାଇ ଦିଅନ୍ତି ଯେ ଈଶ୍ବର ତାହାଙ୍କୁ ବିଜାତିମାନଙ୍କ ନିକଟରେ ପହଞ୍ଚିବାପାଇଁ ବାଛିଅଛନ୍ତି I

I myself am also convinced about you, my brothers

ପାଉଲ ଅତି ନିଶ୍ଚିତ ଅଟନ୍ତି ଯେ ରୋମରେ ଥିବା ବିଶ୍ବାସୀମାନେ ପରସ୍ପର ମଧ୍ୟରେ ସମ୍ମାନର ସହାନୁଭୁତି ରଖିଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ନିଜେ ସମ୍ପୂର୍ଣ୍ଣ ବିଶ୍ବାସ କରେ ଯେ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଉତ୍ତମଭାବରେ ସହାନୁଭୁତି ଦେଖାଉଅଛ” (ଦେଖ:rc://*/ta/man/translate/figs-explicit)

brothers

ଏଠାରେ ଏହାର ଅର୍ଥ ହେଉଛି ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ସାମିଲ ଅଛନ୍ତି I

filled with all knowledge

ପାଉଲ ନିଜର ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଅତ୍ୟୁକ୍ତି ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ଅନୁସରଣ କରିବାପାଇଁ ଅଧିକ ଜ୍ଞାନରେ ପୂର୍ଣ୍ଣ କରନ୍ତୁ” (ଦେଖ:rc://*/ta/man/translate/figs-hyperbole)

able to also exhort one another

ଏଠାରେ “ଉପଦେଶ ଦେବା” ଅର୍ଥ ଶିକ୍ଷାଦେବା I ଅନ୍ୟ ଏକ ଅନୁବାଦରେ: “ ମଧ୍ୟ ପରସ୍ପରକୁ ଶିକ୍ଷା ଦେବାରେ ସକ୍ଷମ” (ଦେଖ:rc://*/ta/man/translate/figs-explicit)