or_tn/rom/15/14.md

20 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ରୋମରେ ଥିବା ବିଶ୍ବାସୀମାନକୁ ସ୍ଣରଣ କରାଇ ଦିଅନ୍ତି ଯେ ଈଶ୍ବର ତାହାଙ୍କୁ ବିଜାତିମାନଙ୍କ ନିକଟରେ ପହଞ୍ଚିବାପାଇଁ ବାଛିଅଛନ୍ତି I
# I myself am also convinced about you, my brothers
ପାଉଲ ଅତି ନିଶ୍ଚିତ ଅଟନ୍ତି ଯେ ରୋମରେ ଥିବା ବିଶ୍ବାସୀମାନେ ପରସ୍ପର ମଧ୍ୟରେ ସମ୍ମାନର ସହାନୁଭୁତି ରଖିଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ନିଜେ ସମ୍ପୂର୍ଣ୍ଣ ବିଶ୍ବାସ କରେ ଯେ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ସମ୍ପୂର୍ଣ୍ଣ ଉତ୍ତମଭାବରେ ସହାନୁଭୁତି ଦେଖାଉଅଛ” (ଦେଖ:[[rc://*/ta/man/translate/figs-explicit]])
# brothers
ଏଠାରେ ଏହାର ଅର୍ଥ ହେଉଛି ସାଥୀ ଖ୍ରୀଷ୍ଟିୟାନ, ଯେଉଁଥିରେ ପୁରୁଷ ଓ ମହିଳା ଉଭୟ ସାମିଲ ଅଛନ୍ତି I
# filled with all knowledge
ପାଉଲ ନିଜର ପ୍ରସଙ୍ଗକୁ ଗୁରୁତ୍ବ ଦେବାପାଇଁ ଅତ୍ୟୁକ୍ତି ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ଅନୁସରଣ କରିବାପାଇଁ ଅଧିକ ଜ୍ଞାନରେ ପୂର୍ଣ୍ଣ କରନ୍ତୁ” (ଦେଖ:[[rc://*/ta/man/translate/figs-hyperbole]])
# able to also exhort one another
ଏଠାରେ “ଉପଦେଶ ଦେବା” ଅର୍ଥ ଶିକ୍ଷାଦେବା I ଅନ୍ୟ ଏକ ଅନୁବାଦରେ: “ ମଧ୍ୟ ପରସ୍ପରକୁ ଶିକ୍ଷା ଦେବାରେ ସକ୍ଷମ” (ଦେଖ:[[rc://*/ta/man/translate/figs-explicit]])