4 lines
1.3 KiB
Markdown
4 lines
1.3 KiB
Markdown
# For the kingdom of God is not about food and drink, but about righteousness, peace, and joy in the Holy Spirit
|
|
|
|
ପାଉଲ ଯୁକ୍ତି କରନ୍ତି ଯେ ଈଶ୍ବର ତାହାଙ୍କ ରାଜ୍ୟକୁ ସ୍ଥାପନ କରନ୍ତି, ଯେପରି ସେ ଆମ୍ଭମାନଙ୍କୁ ତାହାଙ୍କ ସହିତ ଏକ ଭଲ ସଂପର୍କ ରଖିବା ପାଇଁ ସୁଯୋଗ ଦେବେ, ଓ ଶାନ୍ତି ଏବଂ ଆନନ୍ଦ ପ୍ରଦାନ କରିପାରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ନିଜର ରାଜ୍ୟ ସ୍ଥାପନ କରି ନାହାନ୍ତି, ଯେପରି ଆମ୍ଭେମାନେ କ’ଣ ଖାଇବା ବା ପିଇବା, ସେ ବିଷୟରେ ଶାସନ କରିବେ । ସେ ତାହାଙ୍କ ରାଜ୍ୟକୁ ସ୍ଥାପନ କରିଅଛନ୍ତି, ଯେପରି ଆମ୍ଭେମାନେ ତାହାଙ୍କ ସହିତ ଉତ୍ତମ ସଂପର୍କରେ ରହିପାରୁ, ଓ ସେ ଯେପରି ଆମ୍ଭମାନଙ୍କୁ ଶାନ୍ତି ଓ ଆନନ୍ଦ ଦେଇପାରିବେ” (ଦେଖ:[[rc://*/ta/man/translate/figs-explicit]])
|