or_tn/rom/14/17.md

1.3 KiB

For the kingdom of God is not about food and drink, but about righteousness, peace, and joy in the Holy Spirit

ପାଉଲ ଯୁକ୍ତି କରନ୍ତି ଯେ ଈଶ୍ବର ତାହାଙ୍କ ରାଜ୍ୟକୁ ସ୍ଥାପନ କରନ୍ତି, ଯେପରି ସେ ଆମ୍ଭମାନଙ୍କୁ ତାହାଙ୍କ ସହିତ ଏକ ଭଲ ସଂପର୍କ ରଖିବା ପାଇଁ ସୁଯୋଗ ଦେବେ, ଓ ଶାନ୍ତି ଏବଂ ଆନନ୍ଦ ପ୍ରଦାନ କରିପାରିବେ I ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ନିଜର ରାଜ୍ୟ ସ୍ଥାପନ କରି ନାହାନ୍ତି, ଯେପରି ଆମ୍ଭେମାନେ କ’ଣ ଖାଇବା ବା ପିଇବା, ସେ ବିଷୟରେ ଶାସନ କରିବେ । ସେ ତାହାଙ୍କ ରାଜ୍ୟକୁ ସ୍ଥାପନ କରିଅଛନ୍ତି, ଯେପରି ଆମ୍ଭେମାନେ ତାହାଙ୍କ ସହିତ ଉତ୍ତମ ସଂପର୍କରେ ରହିପାରୁ, ଓ ସେ ଯେପରି ଆମ୍ଭମାନଙ୍କୁ ଶାନ୍ତି ଓ ଆନନ୍ଦ ଦେଇପାରିବେ” (ଦେଖ:rc://*/ta/man/translate/figs-explicit)