or_tn/rom/14/10.md

12 lines
1.5 KiB
Markdown

# why do you judge your brother? And you, why do you despise your brother?
ଏହି ପ୍ରଶ୍ନଗୁଡିକ ବ୍ୟବହାର କରି, ପାଉଲ ଦେଖାଉଛନ୍ତି ଯେ ସେ କିପରି ତାହାଙ୍କ ପାଠକମାନଙ୍କ ମଧ୍ୟରେ ଥିବା ବ୍ୟକ୍ତିବିଶେଷକୁ ଭର୍ତ୍ସନା କରିପାରନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଭାଇମାନଙ୍କୁ ବିଚାର କରିବା ତୁମ୍ଭ ପାଇଁ ଭୁଲ୍ ଅଟେ, ଓ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ ତୁଚ୍ଛ କରିବା ଭୁଲ୍ ଅଟେ!” ବା “ତୁମ୍ଭମାନଙ୍କର ଭାଇମାନଙ୍କୁ ବିଚାର କରିବା ଓ ତିରସ୍କାର କରିବା ବନ୍ଦ କର!” (ଦେଖ:[[rc://*/ta/man/translate/figs-you]])
# brother
ଏଠାରେ ଏହାର ଅର୍ଥ ଏକ ସାଥୀ ଖ୍ରୀଷ୍ଟିୟାନ, ସେ ପୁରୁଷ ବା ମହିଳା ହେଉ I
# For we will all stand before the judgment seat of God
“ବିଚାର ସ୍ଥାନ” ଶବ୍ଦଟି ଈଶ୍ବରଙ୍କ ବିଚାର କରିବାର ଅଧିକାରକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଆମ ସମସ୍ତଙ୍କର ବିଚାର କରିବେ” (ଦେଖା:[[rc://*/ta/man/translate/figs-metonymy]])