or_tn/rom/14/10.md

1.5 KiB

why do you judge your brother? And you, why do you despise your brother?

ଏହି ପ୍ରଶ୍ନଗୁଡିକ ବ୍ୟବହାର କରି, ପାଉଲ ଦେଖାଉଛନ୍ତି ଯେ ସେ କିପରି ତାହାଙ୍କ ପାଠକମାନଙ୍କ ମଧ୍ୟରେ ଥିବା ବ୍ୟକ୍ତିବିଶେଷକୁ ଭର୍ତ୍ସନା କରିପାରନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭମାନଙ୍କ ଭାଇମାନଙ୍କୁ ବିଚାର କରିବା ତୁମ୍ଭ ପାଇଁ ଭୁଲ୍ ଅଟେ, ଓ ତୁମ୍ଭେ ତୁମ୍ଭର ଭାଇମାନଙ୍କୁ ତୁଚ୍ଛ କରିବା ଭୁଲ୍ ଅଟେ!” ବା “ତୁମ୍ଭମାନଙ୍କର ଭାଇମାନଙ୍କୁ ବିଚାର କରିବା ଓ ତିରସ୍କାର କରିବା ବନ୍ଦ କର!” (ଦେଖ:rc://*/ta/man/translate/figs-you)

brother

ଏଠାରେ ଏହାର ଅର୍ଥ ଏକ ସାଥୀ ଖ୍ରୀଷ୍ଟିୟାନ, ସେ ପୁରୁଷ ବା ମହିଳା ହେଉ I

For we will all stand before the judgment seat of God

“ବିଚାର ସ୍ଥାନ” ଶବ୍ଦଟି ଈଶ୍ବରଙ୍କ ବିଚାର କରିବାର ଅଧିକାରକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “କାରଣ ଈଶ୍ବର ଆମ ସମସ୍ତଙ୍କର ବିଚାର କରିବେ” (ଦେଖା:rc://*/ta/man/translate/figs-metonymy)