or_tn/rom/14/02.md

567 B

One person has faith to eat anything

ଏଠାରେ “ବିଶ୍ବାସ” ଜଣେ ବ୍ୟକ୍ତିର କାର୍ଯ୍ୟକୁ ନିଦର୍ଶନ କରେ, ଯାହା ଈଶ୍ବର ତାହାକୁ କରିବାପାଇଁ କହୁଛନ୍ତି I

another who is weak eats only vegetables

ଏହା ସେହି ବ୍ୟକ୍ତିକୁ ବୁଝାଏ, ଯେ ତାହାକୁ ମାଂସ ଖାଇବା ପାଇଁ ଈଶ୍ବର ମନା କରିଅଛନ୍ତି ବୋଲି ବିଶ୍ବାସ କରେ ।