# One person has faith to eat anything ଏଠାରେ “ବିଶ୍ବାସ” ଜଣେ ବ୍ୟକ୍ତିର କାର୍ଯ୍ୟକୁ ନିଦର୍ଶନ କରେ, ଯାହା ଈଶ୍ବର ତାହାକୁ କରିବାପାଇଁ କହୁଛନ୍ତି I # another who is weak eats only vegetables ଏହା ସେହି ବ୍ୟକ୍ତିକୁ ବୁଝାଏ, ଯେ ତାହାକୁ ମାଂସ ଖାଇବା ପାଇଁ ଈଶ୍ବର ମନା କରିଅଛନ୍ତି ବୋଲି ବିଶ୍ବାସ କରେ ।