16 lines
2.6 KiB
Markdown
16 lines
2.6 KiB
Markdown
# The night has advanced
|
|
|
|
ପାଉଲ ଲୋକମାନେ ମନ୍ଦ କାର୍ଯ୍ୟ କରୁଥିବା ସମୟକୁ ରାତ୍ରି ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ପାପର ସମୟ ପ୍ରାୟ ସମାପ୍ତ ହୋଇଗଲାଣି” ବା “ରାତ୍ରି ସମୟ ପ୍ରାୟ ସମାପ୍ତ ହୋଇଗଲାଣି” (ଦେଖ:[[rc://*/ta/man/translate/figs-metaphor]])
|
|
|
|
# the day has come near
|
|
|
|
ପାଉଲ ଲୋକମାନେ ଉତ୍ତମ କାର୍ଯ୍ୟ କରୁଥିବା ସମୟକୁ ଦିବସ ଭାବରେ କହନ୍ତି I ବିକଳ୍ପ ଅନୁବାଦ: “ଧାର୍ମିକତାର ସମୟ ଶୀଘ୍ର ଆରମ୍ଭ ହେବ” ବା “ଏହା ଶୀଘ୍ର ଦିବସ ହୋଇଯିବ” (ଦେଖ:[[rc://*/ta/man/translate/figs-metaphor]])
|
|
|
|
# Let us therefore put aside the works of darkness
|
|
|
|
ପାଉଲ “ଅନ୍ଧକାରର କାର୍ଯ୍ୟ” ବିଷୟରେଏପରି କହନ୍ତି, ସତେ ଯେପରି ସେଗୁଡିକ ବସ୍ତ୍ର ଅଟେ, ଯାହାକୁ ଜଣେ ବ୍ୟକ୍ତି ଅଲଗା ରଖନ୍ତି। ଏଠାରେ “ଅଲଗା ରଖିବାର” ଅର୍ଥ ହେଉଛି କରୁଥିବା କିଛି କାର୍ଯ୍ୟକୁ ବନ୍ଦ କରିବା। ଏଠାରେ “ଅନ୍ଧକାର” ମନ୍ଦତାର ରୂପକ ଅଟେ I ବିକଳ୍ପ ଅନୁବାଦ: “ତେଣୁ ଆସୁ, ଆମ୍ଭେମାନେ ମନ୍ଦ କାର୍ଯ୍ୟକୁ ପରିତ୍ୟାଗ କରୁ, ଯାହାସବୁ ଲୋକମାନେ ଅନ୍ଧାକାରରେ କରନ୍ତି” (ଦେଖ:[[rc://*/ta/man/translate/figs-metaphor]])
|
|
|
|
# let us put on the armor of light
|
|
|
|
ଏଠାରେ “ଆଲୋକ” ଏକ ରୂପକ ଅଟେ, ଯାହା ଭଲ ଓ ସଠିକ୍ ଅଟେ। ପାଉଲ ଠିକ୍ କାର୍ଯ୍ୟ କରିବା ବିଷୟରେ ଏପରି କହନ୍ତି, ସତେ ଯେମିତି ତାହା ନିଜକୁ ସୁରକ୍ଷା କରିବାପାଇଁ ସଜ୍ଜା ପରିଧାନ କରିବା ସଦୃଶ I ବିକଳ୍ପ ଅନୁବାଦ: “ଆସୁ, ଆମ୍ଭେମାନେ ଉତ୍ତମ କର୍ଯ୍ୟ କରୁ। ଏହା କରିବା ଦ୍ବାରା ଅମ୍ଭେମାନେ ମନ୍ଦଠାରୁ ଉଦ୍ଧାର ପାଇବା, ଯେପରି ସଜ୍ଜା ଜଣେ ସୈନିକକୁ ଉଦ୍ଧାର କରିଥାଏ” (ଦେଖ:[[rc://*/ta/man/translate/figs-metaphor]])
|