or_tn/rom/13/12.md

2.6 KiB

The night has advanced

ପାଉଲ ଲୋକମାନେ ମନ୍ଦ କାର୍ଯ୍ୟ କରୁଥିବା ସମୟକୁ ରାତ୍ରି ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ପାପର ସମୟ ପ୍ରାୟ ସମାପ୍ତ ହୋଇଗଲାଣି” ବା “ରାତ୍ରି ସମୟ ପ୍ରାୟ ସମାପ୍ତ ହୋଇଗଲାଣି” (ଦେଖ:rc://*/ta/man/translate/figs-metaphor)

the day has come near

ପାଉଲ ଲୋକମାନେ ଉତ୍ତମ କାର୍ଯ୍ୟ କରୁଥିବା ସମୟକୁ ଦିବସ ଭାବରେ କହନ୍ତି I ବିକଳ୍ପ ଅନୁବାଦ: “ଧାର୍ମିକତାର ସମୟ ଶୀଘ୍ର ଆରମ୍ଭ ହେବ” ବା “ଏହା ଶୀଘ୍ର ଦିବସ ହୋଇଯିବ” (ଦେଖ:rc://*/ta/man/translate/figs-metaphor)

Let us therefore put aside the works of darkness

ପାଉଲ “ଅନ୍ଧକାରର କାର୍ଯ୍ୟ” ବିଷୟରେଏପରି କହନ୍ତି, ସତେ ଯେପରି ସେଗୁଡିକ ବସ୍ତ୍ର ଅଟେ, ଯାହାକୁ ଜଣେ ବ୍ୟକ୍ତି ଅଲଗା ରଖନ୍ତି। ଏଠାରେ “ଅଲଗା ରଖିବାର” ଅର୍ଥ ହେଉଛି କରୁଥିବା କିଛି କାର୍ଯ୍ୟକୁ ବନ୍ଦ କରିବା। ଏଠାରେ “ଅନ୍ଧକାର” ମନ୍ଦତାର ରୂପକ ଅଟେ I ବିକଳ୍ପ ଅନୁବାଦ: “ତେଣୁ ଆସୁ, ଆମ୍ଭେମାନେ ମନ୍ଦ କାର୍ଯ୍ୟକୁ ପରିତ୍ୟାଗ କରୁ, ଯାହାସବୁ ଲୋକମାନେ ଅନ୍ଧାକାରରେ କରନ୍ତି” (ଦେଖ:rc://*/ta/man/translate/figs-metaphor)

let us put on the armor of light

ଏଠାରେ “ଆଲୋକ” ଏକ ରୂପକ ଅଟେ, ଯାହା ଭଲ ଓ ସଠିକ୍ ଅଟେ। ପାଉଲ ଠିକ୍ କାର୍ଯ୍ୟ କରିବା ବିଷୟରେ ଏପରି କହନ୍ତି, ସତେ ଯେମିତି ତାହା ନିଜକୁ ସୁରକ୍ଷା କରିବାପାଇଁ ସଜ୍ଜା ପରିଧାନ କରିବା ସଦୃଶ I ବିକଳ୍ପ ଅନୁବାଦ: “ଆସୁ, ଆମ୍ଭେମାନେ ଉତ୍ତମ କର୍ଯ୍ୟ କରୁ। ଏହା କରିବା ଦ୍ବାରା ଅମ୍ଭେମାନେ ମନ୍ଦଠାରୁ ଉଦ୍ଧାର ପାଇବା, ଯେପରି ସଜ୍ଜା ଜଣେ ସୈନିକକୁ ଉଦ୍ଧାର କରିଥାଏ” (ଦେଖ:rc://*/ta/man/translate/figs-metaphor)