or_tn/rom/13/04.md

12 lines
1.4 KiB
Markdown

# he does not carry the sword for no reason
ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଗୋଟିଏ ଅତି ଉତ୍ତମ କାରଣ ପାଇଁ ଖଡ୍ଗ ଧାରଣ କରନ୍ତି” ବା “ଲୋକଙ୍କୁ ଦଣ୍ଡିତ କରିବାପାଇଁ ତାହଙ୍କ ପାଖରେ କ୍ଷମତା ଅଛି, ଓ ସେ ଲୋକମାନକୁ ଦଣ୍ଡିତ କରିବେ” (ଦେଖା:[[rc://*/ta/man/translate/figs-litotes]])
# carry the sword
ରୋମୀୟ ଶାସନକର୍ତ୍ତା ଅଧିକାରର ପ୍ରତୀକ ରୂପେ ଏକ ଛୋଟ ଖଡ୍ଗ ଧରିଥାନ୍ତି”(ଦେଖ:[[rc://*/ta/man/translate/figs-metonymy]])
# an avenger for wrath
ଏଠାରେ “କ୍ରୋଧ” ଶବ୍ଦଟି ମନ୍ଦ କର୍ମ କରି ଲୋକମାନେ ପାଉଥିବା ଦଣ୍ଡକୁ ପ୍ରତିପାଦନ କରେ। ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି, ଯେ କି ମନ୍ଦ କର୍ଯ୍ୟ ବିରୁଦ୍ଧରେ ସରକାରଙ୍କ କ୍ରୋଧକୁ ପ୍ରକାଶ କରିବାପାଇଁ ଲୋକମାନଙ୍କୁ ଦଣ୍ଡିତ କରନ୍ତି” (ଦେଖା:[[rc://*/ta/man/translate/figs-metonymy]])