or_tn/rom/13/04.md

1.4 KiB

he does not carry the sword for no reason

ତୁମ୍ଭେମାନେ ଏହାକୁ କର୍ତ୍ତୃବାଚ୍ୟଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଗୋଟିଏ ଅତି ଉତ୍ତମ କାରଣ ପାଇଁ ଖଡ୍ଗ ଧାରଣ କରନ୍ତି” ବା “ଲୋକଙ୍କୁ ଦଣ୍ଡିତ କରିବାପାଇଁ ତାହଙ୍କ ପାଖରେ କ୍ଷମତା ଅଛି, ଓ ସେ ଲୋକମାନକୁ ଦଣ୍ଡିତ କରିବେ” (ଦେଖା:rc://*/ta/man/translate/figs-litotes)

carry the sword

ରୋମୀୟ ଶାସନକର୍ତ୍ତା ଅଧିକାରର ପ୍ରତୀକ ରୂପେ ଏକ ଛୋଟ ଖଡ୍ଗ ଧରିଥାନ୍ତି”(ଦେଖ:rc://*/ta/man/translate/figs-metonymy)

an avenger for wrath

ଏଠାରେ “କ୍ରୋଧ” ଶବ୍ଦଟି ମନ୍ଦ କର୍ମ କରି ଲୋକମାନେ ପାଉଥିବା ଦଣ୍ଡକୁ ପ୍ରତିପାଦନ କରେ। ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି, ଯେ କି ମନ୍ଦ କର୍ଯ୍ୟ ବିରୁଦ୍ଧରେ ସରକାରଙ୍କ କ୍ରୋଧକୁ ପ୍ରକାଶ କରିବାପାଇଁ ଲୋକମାନଙ୍କୁ ଦଣ୍ଡିତ କରନ୍ତି” (ଦେଖା:rc://*/ta/man/translate/figs-metonymy)