or_tn/rom/13/03.md

20 lines
1.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# For
[ରୋମୀୟ୧୩:](II/୧୩/Imd)ର ଆପଣା ବ୍ୟାଖ୍ୟାକୁ ଆରମ୍ଭ କରିବାକୁ ଓ ସରକାର କୌଣସି ବ୍ୟକ୍ତିଙ୍କୁ ଦଣ୍ଡିତ କଲେ ତାହାର ଫଳ କ’ଣ ହେବ, ସେ ବିଷୟରେ କହିବାକୁ ପାଉଲ ଏହି ଶବ୍ଦର ବ୍ୟବହାର କରନ୍ତି I
# rulers are not a terror
ଶାସକମାନେ ଉତ୍ତମ ଲୋକମାନଙ୍କୁ ଭୟଭୀତ କରନ୍ତି ନାହିଁ I
# to good deeds ... to evil deeds
ଲୋକମାନେ ସେମାନଙ୍କର “ଭଲ ବା ମନ୍ଦ କର୍ମ” ଦ୍ବାରା ପ୍ରକାଶିତ ହୋଇଥାଅନ୍ତି
# Do you desire to be unafraid of the one in authority?
ଶାସକମାନଙ୍କୁ ଭୟ ନ କରି ଲୋକମାନେ କ’ଣ କରିବା ଦରାକର, ସେ ବିଷୟରେ ଚିନ୍ତା କରିବାପାଇଁ ପାଉଲ ଏହି ପ୍ରଶ୍ନର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ କହିବାପାଇଁ ଚାହେଁ ଯେ ତୁମ୍ଭେମାନେ କିପରି ଶାସକମାନଙ୍କୁ ଭୟ କରିବ ନାହିଁ” (ଦେଖ:[[rc://*/ta/man/translate/figs-rquestion]])
# you will receive his approval
ଯେଉଁ ଲୋକମାନେ ଭଲ କର୍ମ କରନ୍ତି, ସେମାନଙ୍କ ବିଷୟରେ ସରକାର ଭଲ କଥା କହିବେ I