or_tn/rom/13/03.md

1.6 KiB
Raw Permalink Blame History

For

ରୋମୀୟ୧୩:ର ଆପଣା ବ୍ୟାଖ୍ୟାକୁ ଆରମ୍ଭ କରିବାକୁ ଓ ସରକାର କୌଣସି ବ୍ୟକ୍ତିଙ୍କୁ ଦଣ୍ଡିତ କଲେ ତାହାର ଫଳ କ’ଣ ହେବ, ସେ ବିଷୟରେ କହିବାକୁ ପାଉଲ ଏହି ଶବ୍ଦର ବ୍ୟବହାର କରନ୍ତି I

rulers are not a terror

ଶାସକମାନେ ଉତ୍ତମ ଲୋକମାନଙ୍କୁ ଭୟଭୀତ କରନ୍ତି ନାହିଁ I

to good deeds ... to evil deeds

ଲୋକମାନେ ସେମାନଙ୍କର “ଭଲ ବା ମନ୍ଦ କର୍ମ” ଦ୍ବାରା ପ୍ରକାଶିତ ହୋଇଥାଅନ୍ତି

Do you desire to be unafraid of the one in authority?

ଶାସକମାନଙ୍କୁ ଭୟ ନ କରି ଲୋକମାନେ କ’ଣ କରିବା ଦରାକର, ସେ ବିଷୟରେ ଚିନ୍ତା କରିବାପାଇଁ ପାଉଲ ଏହି ପ୍ରଶ୍ନର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମୁଁ କହିବାପାଇଁ ଚାହେଁ ଯେ ତୁମ୍ଭେମାନେ କିପରି ଶାସକମାନଙ୍କୁ ଭୟ କରିବ ନାହିଁ” (ଦେଖ:rc://*/ta/man/translate/figs-rquestion)

you will receive his approval

ଯେଉଁ ଲୋକମାନେ ଭଲ କର୍ମ କରନ୍ତି, ସେମାନଙ୍କ ବିଷୟରେ ସରକାର ଭଲ କଥା କହିବେ I